କାହିଁକି ତୁର୍କୀ ଗସ୍ତରେ ଯାଇଥିଲେ ପାକ ପ୍ରଧାନମନ୍ତ୍ରୀ ? କ୍ଷତିଗ୍ରସ୍ତଙ୍କ ସହାୟତା ଛାଡି ସରିଫଙ୍କୁ କାହିଁକି…
ଇସଲାମବାଦ: ଭୂକମ୍ପ ଝଟକା ପରେ ତୁର୍କୀର ସ୍ଥିତି ବିପର୍ଯ୍ୟସ୍ତ । ମୃତ୍ୟୁର ତାଣ୍ଡବ ସାରା ଦେଶକୁ ଭୟଭୀତ କରି ରଖିଛି । ଦେଶରେ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୪୫ ହଜାର ଟପିଲାଣି । ଦେଶ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟରେ ଲାଗିଥିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଗୁରୁବାର…