[ଭିଡିଓ] ଟିଭି ଡିବେଟ୍ରେ କହିବାକୁ ମିଳିଲାନି ସୁଯୋଗ, ନାଚିଉଠିଲେ ପ୍ୟାନେଲିଷ୍ଟ
ଭୁବନେଶ୍ୱର: ନିଜ ମତ୍ତ ରଖିବା ପାଇଁ ବେଳବେଳେ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିବାକୁ ପଡିଥାଏ । ଏହି ଧାରାରେ କେହିକେହି କିଛି ଅଜବଗଜବ କରିବାକୁ ପଛାଇନଥାନ୍ତି । ଠିକ୍ ଏହିପରି କିଛି ଘଟଣା ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଜଣେ ଅଜଣା ମହିଳା ।
ସୋସିଆଲ୍ ମିଡିଆରେ ଗୋଟିଏ ଲାଇଭ ଟିଭି ଡିବେଟ୍…