ଡି-ବ୍ରଦର୍ସ ଗ୍ୟାଙ୍ଗର ୨ ସହଯୋଗୀ ଗିରଫ
କଟକ: କୁଖ୍ୟାତ ଅପରାଧୀ ଡି-ବ୍ରଦର୍ସ ଗ୍ୟାଙ୍ଗର ଦୁଇ ସହଯୋଗୀ ଗିରଫ । ଉଭୟଙ୍କୁ କଟକ ଲାଲବାଗ ଥାନା ପୋଲିସ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଲେ ଡାନି ଓ ରନିଆ । ଏମାନଙ୍କଠାରୁ ୨ଟି ବନ୍ଧୁକ, ୬୯ଟି ଗୁଳି, ୩ଟି ମାଗାଜିନ ଜବତ ହୋଇଛି ।
କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି, ଗତରାତିରେ…