ଶନିବାର ଏହି ୨ ଜିଲ୍ଲାରେ ବନ୍ଦ ରହିବ କୋଭିଡ୍ ଟିକାକରଣ
ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ଜାରି ରହିଛି । ଆଜି ରାଜ୍ୟର ୩୯୪ଟି କେନ୍ଦ୍ରରେ ୪୯ ହଜାର ୫୫୦ ଡୋଜ୍ ଟିକା ଦିଆଯାଇଛି । ଏଥିସହ ରାଜ୍ୟରେ ମୋଟ ୬୯ ଲକ୍ଷ ୧୯ ହଜାର ୯୮୬ ଡୋଜ୍ ଟିକାକରଣ ହୋଇଛି । ଅନ୍ୟପଟେ ଆସନ୍ତାକାଲି ରାଜ୍ୟର ୨ଗୋଟି ଜିଲ୍ଲା କେନ୍ଦୁଝର ଓ ସୋନପୁରରେ ଟିକାକରଣ ହେବ ନାହିଁ ।…