Latest Odisha News
Browsing Tag

Udala

ଟଙ୍କା ପାଇଁ ବିଚ୍‌ ରାସ୍ତାରେ ପ୍ରେମିକାକୁ ମାରିଦେଲା ପ୍ରେମିକ

ଉଦଳା : ଟଙ୍କା ସାଜିଲା ପ୍ରେମ ପାଇଁ କାଳ। ବିଚ୍‌ ରାସ୍ତାରେ ପ୍ରେମିକାର ମୁଣ୍ଡ ଛେଚି ହତ୍ୟା କଲା ପ୍ରେମିକ। ଏଭଳି ଅଭାବନୀୟ ଦୃଶ୍ୟ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ପଦ୍ମିନୀ ଜୁନପାଳ ଛକ ନିକଟରେ ଦେଖିବାକୁ ମିଳିଥିଲା। ଗୁରୁତର ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଥିବା…

ନିଶାସକ୍ତ ଭାବେ ଗାଡି ଚଳାଇ ନିଲମ୍ବିତ ହେଲେ ପୋଲିସ ବାବୁ

ମୟୂରଭଞ୍ଜ: ନିଶାସକ୍ତ ଅବସ୍ଥାରେ ଗାଡି ଚଳାଇ ଦୁର୍ଘଟଣା ଘଟାଇଥିବା ଏସଆଇ ଶୁଭେନ୍ଦୁ ବେହୋରାଙ୍କୁ ସୋମବାର ଦିନ ମୟୂରଭଞ୍ଜ ଏସପି ନିଲମ୍ବିତ କରିଛନ୍ତି । ଶୁଭେନ୍ଦୁ ଉଦଳା-କପ୍ତିପଦା ରାସ୍ତାରେ ଅତ୍ୟନ୍ତ ବିଶୃଙ୍ଖଳ ଭାବେ ଗାଡି ଚଳାଉଥିଲେ । ଏହି ସମୟରେ ସ୍ଥାନୀୟ ପେଟ୍ରୋଲ ପମ୍ପ ନିକଟରେ ସେ…