Latest Odisha News

BREAKING NEWS

Browsing Tag

UK Returnee Covid Positive

ବଡ଼ ଖବର: ଭାରତରେ ଚିହ୍ନଟ ହେଲା ବ୍ରିଟେନର ନୂଆ କରୋନା ଭାଇରସ୍ ଷ୍ଟ୍ରେନ

ନୂଆଦିଲ୍ଲୀ: ଭାରତରେ ପ୍ରବେଶ କରିଛି ବ୍ରିଟେନରେ ଚିହ୍ନଟ କରୋନା ଭାଇରସର ନୂଆ ଷ୍ଟ୍ରେନ୍ । ବ୍ରିଟେନ ଫେରନ୍ତା ୬ ଜଣ କରୋନା ଆକ୍ରାନ୍ତଙ୍କ ପାଖରେ ଭୂତାଣୁର ନୂଆ ଷ୍ଟ୍ରେନେ ମିଳିଛି । ଏହି ସମସ୍ତ ରୋଗୀଙ୍କୁ ସିଙ୍ଗଲ ଆଇସୋଲେସନ୍ ରୁମରେ ରଖାଯାଇଛି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ…

ଆଉ ଜଣେ ବ୍ରିଟେନ ଫେରନ୍ତା କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବ୍ରିଟେନ ଫେରନ୍ତା କରୋନା ସଂକ୍ରମିତ ହେଉଛନ୍ତି । ଆଉ ଜଣେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତ ହୋଇଛନ୍ତି ୩ ଜଣ ବ୍ରିଟେନ ଫେରନ୍ତା । ଭୁବନେଶ୍ୱରରେ ୪ ବର୍ଷୀୟ ଝିଅର ବାପା ବି ପଜିଟିଭ…

ପୁନେ NIVକୁ ପଠାଗଲା ଓଡ଼ିଶାରୁ ପଜିଟିଭ୍ ଚିହ୍ନଟ ବ୍ରିଟେନ୍ ଫେରନ୍ତାଙ୍କ ନମୁନା

ଭୁବନେଶ୍ୱର: ବ୍ରିଟେନ ଫେରନ୍ତା ଆକ୍ରାନ୍ତଙ୍କ ଜିନ ଅନୁଶୀଳନ କରାଯିବ । ବ୍ରିଟେନରୁ ଫେରିକି ଯିଏ ପଜିଟିଭ ହୋଇଥିବେ ତାଙ୍କର ଜିନମ ସିକ୍ୟୁଏନ୍ସିଙ୍ଗ କରାଯିବ । ଏନେଇ ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦେଶକ ଅଜୟ ପରିଡା । ଏଥିପାଇଁ କେନ୍ଦ୍ର ସରକାର ଆଇଏଲଏସକୁ ଚିହ୍ନଟ କରିଛନ୍ତି ।…