ଭୁଲ୍ ଅଲଟ୍ରାସାଉଣ୍ଡ ରିପୋର୍ଟ ଦେଇଥିବାରୁ ଡାକ୍ତରଙ୍କୁ ୧୦ ଲକ୍ଷ ଟଙ୍କା ଜରିମାନା
ପାରାଦୀପ: ବିଭିନ୍ନ ସମୟରେ ସରକାରୀ ହେଉ କିମ୍ବା ବେସରକାରୀ ଚିକିତ୍ସାଳୟରେ ତ୍ରୁଟି ଦେଖିବାକୁ ମିଳିଥାଏ । ତ୍ରୁଟିପୂର୍ଣ୍ଣ ରିପୋର୍ଟ ଏବଂ ଚିକିତ୍ସା ରେ ରୋଗୀର ମୃତ୍ୟୁ ହେଉ କିମ୍ବା ବିକଳାଙ୍ଗ ଭଳି ଅନେକ ଘଟଣା ଦେଖିବାକୁ ମିଳୁଛି l ଏହିଭଳି ଘଟଣାରେ ଆବେଦନର ରାୟ ଶୁଣାଇଛନ୍ତି ଜଗତସିଂହପୁର…