Latest Odisha News
Browsing Tag

Umerkote Bridge Collaple

ନିମ୍ନମାନର ସେଣ୍ଟ୍ରିଂରୁ ଉମରକୋଟରେ ଭୁଶୁଡିଲା ନିର୍ମାଣାଧୀନ ବ୍ରିଜ

ନବରଙ୍ଗପୁର: ଉମରକୋଟରେ ନିର୍ମାଣାଧୀନ ବ୍ରିଜର ସ୍ଲାବ କେମିତି ଭୁଶୁଡ଼ିଲା ? ଆରମ୍ଭ ହୋଇଛି କାରଣ ଖୋଜା । ଅଧୀକ୍ଷଣ ଯନ୍ତ୍ରୀ ଘଟଣାର ତଦନ୍ତ କରିଛନ୍ତି । ନିମ୍ନମାନର ସେଣ୍ଟ୍ରିଂ ଯୋଗୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ଆଜି ଘଟଣାସ୍ଥଳରେ ତଦନ୍ତ କରିବେ ମୁଖ୍ୟ…