ଜାତିସଂଘରେ ରୁଷ୍ ବିରୋଧରେ ସଂକଳ୍ପ: ସପକ୍ଷରେ ୧୪୧ ଭୋଟ୍, ବିରତ ରହିଲେ ଭାରତ ସମତେ ୩୫ ରାଷ୍ଟ୍ର
ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ରୁଷର ଆକ୍ରମଣକୁ ନେଇ ଜାତିସଂଘରେ ନିନ୍ଦା ପ୍ରସ୍ତାବ ଆଗତ । ରୁଷ୍ ତୁରନ୍ତ ଯୁଦ୍ଧ ବନ୍ଦ କରିବା ସହ ୟୁକ୍ରେନରୁ ତୁରନ୍ତ ସେନା ପ୍ରତ୍ୟାହାର କରିବା ନେଇ ଜାତିସଂଘ ସାଧାରଣ ପରିଷଦରେ ସଂକଳ୍ପ ଗୃହୀତ ହୋଇଥିଲା । ସଂକଳ୍ପ ସପକ୍ଷରେ ୧୪୧ଟି ଭୋଟ୍ ପଡିଥିଲା । ଆମେରିକା,…