Latest Odisha News

BREAKING NEWS

Browsing Tag

UN

ରୁଚିରା କମ୍ବୋଜ ଜାତିସଂଘର ସ୍ଥାୟୀ ପ୍ରତିନିଧି

ନୂଆଦିଲ୍ଲୀ: ବରିଷ୍ଠ କୂଟନୀତିଜ୍ଞ ରୁଚିରା କମ୍ବୋଜ ଜାତି ସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୂପେ ନିଯୁକ୍ତ ହୋଇଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମଙ୍ଗଳବାର ତାଙ୍କ ନିଯୁକ୍ତି ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି । ୧୯୮୭ ବ୍ୟାଚ ଆଇଏଫଏସ ରୁଚିରା କମ୍ବୋଜ ଏବେ ଭୂଟାନରେ ଭାରତୀୟ…

ପାକିସ୍ତାନକୁ ଭାରତର ମୁହଁତୋଡ ଜବାବ୍‌ ; ଆତଙ୍କବାଦୀଙ୍କୁ ପୋଷୁଛି ପାକିସ୍ତାନ

ନୂଆଦିଲ୍ଲୀ: ଶନିବାର ଦିନ ପାକିସ୍ତାନ ମିଳିତ ଜାତିସଂଘରେ ଭାରତ ବିରୁଦ୍ଧରେ ପୁଣି ବିଷ ଓଗାଳିଥିଲା। ଜାତିସଂଘରେ ପୁଣି କଶ୍ମୀର ପ୍ରସଙ୍ଗ ଉଠାଇଥିଲା ପାକିସ୍ତାନ। କିନ୍ତୁ ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଭାରତ ପାକିସ୍ତାନକୁ ତାଗିଦ୍ କରି ମୁହଁତୋଡ ଜବାବ୍‌ ଦେଇଛି। ସାରା ବିଶ୍ବ ଜାଣିଛି ଯେ…

ଶାନ୍ତି ମିଶନ ପାଇଁ ମିଳିତ ଜାତିସଂଘକୁ ୧.୫ ମିଲିୟନ୍ ଡଲାର ସହାୟତା ପ୍ରଦାନ କରିବ ଭାରତ

ନୂଆଦିଲ୍ଲୀ: ଶାନ୍ତି ମିଶନ ପାଇଁ ମିଳିତ ଜାତିସଂଘକୁ ୧.୫ ମିଲିୟନ୍ ଡଲାର ସହାୟତା ଘୋଷଣା କରିଛି ଭାରତ। ଭାରତ ଏହା ମଧ୍ୟ କହିଛି ଯେ ୨୦୨୧ ବର୍ଷ ବିଶ୍ବ ସମୁଦାୟ ପାଇଁ ଅଧିକ ସ୍ମରଣୀୟ ଏବଂ ବିଶେଷ କରି କରୋନା ମହାମାରୀ ପ୍ରସଙ୍ଗରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ବିଶେଷ ସୁଯୋଗ ପ୍ରଦାନ କରିଥାଏ।…

ଜାତିସଂଘ ମିଶନରେ ଭାରତ ତୁଳନାରେ ଅଧିକ ସୈନ୍ୟ ସଂଖ୍ୟା ବୃଦ୍ଧି କରିବାକୁ ଚାହୁଁଛି ଚୀନ୍‌

ନୂଆଦିଲ୍ଲୀ: ଜାତିସଂଘର ଶାନ୍ତି ରକ୍ଷା କାର୍ଯ୍ୟରେ ଭାରତ ତୁଳନାରେ ଚୀନ୍ ତାର ସୈନ୍ୟ ସଂଖ୍ୟା ବୃଦ୍ଧି କରିବାକୁ ଚାହୁଁଛି। ମିଳିତ ଜାତିସଂଘ (ଜାତିସଂଘ) ରେ ଚୀନ୍ ଭାରତୀୟ ସୈନିକଙ୍କ ତୁଳନାରେ ଏହାର ସ‌ୈନିକଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ ଚାହୁଁଛି। ବର୍ତ୍ତମାନ ଭାରତରୁ ୫,୪୨୪…

ୟୁଏନ୍‌ ମହାସଚିବଙ୍କ କଡା ଚେତାବନୀ; କରୋନା ଆମ ସମୟର ସବୁଠୁ ବଡ଼ ସଙ୍କଟ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ମହାସଚିବ କହିଛନ୍ତି ଯେ କରୋନା ମହାମାରୀ ହେଉଛି ଆମ ସମୟର ସବୁଠାରୁ ବଡ ସଙ୍କଟ। ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀର ଅନ୍‌ଲାଇନ୍‌ ଅଧିବେଶନକୁ ଉଦ୍‌ଘାଟନ କରିବା ସମୟରେ ଆଣ୍ଟୋନିୟୋ ଗୁଟାରିସ୍ ଏହା କହିଛନ୍ତି। ସେ କହିଛନ୍ତି ଯେ ଏହି ମହାମାରୀର ମୁକାବିଲା ପାଇଁ…