ମୁଁ ଭାରତର କୋଭିଶିଲ୍ଡ ଟିକା ନେଇଛି; ୟୁଏନଜିଏ ସଭାପତି
ନୂଆଦିଳ୍ଲୀ: ମିଳିତ ଜାତିସଂଘ ସାଧାରଣ ସଭାର ୭୬ ତମ ଅଧିବେଶନରେ ଅବଦୁଲ୍ଲା ସହିଦ କହିଛନ୍ତି ଯେ ସେ ଭାରତରେ ଉତ୍ପାଦିତ କରୋନା ବିରୋଧୀ କୋଭିଶିଲ୍ଡ ଟିକା ନେଇଛନ୍ତି।
ବ୍ରିଟିଶ-ସ୍ୱିଡେନ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ ହୋଇଥିବା କୋଭିଶିଲ୍ଡ ଟିକା ପୁଣେ…