Latest Odisha News
Browsing Tag

Unicef

ଛୁଆଙ୍କୁ ଟିକାକରଣରେ ଓଡ଼ିଶା ଆଗରେ, ପ୍ରଶଂସା କଲା ୟୁନିସେଫ୍

ଭୁବନେଶ୍ୱର: ଜାତୀୟ ହାର ଠାରୁ ଛୁଆଙ୍କୁ ଟିକାକରଣ କ୍ଷେତ୍ରରେ ଓଡ଼ିଶା ଆଗୁଆ । ୟୁନିସେଫ୍ ପକ୍ଷରୁ ଫର୍ ଏଭ୍ରି ଚାଇଲ୍ଡ, ଭ୍ୟାକ୍ସିନେସନ୍ ରିପୋର୍ଟ ‘ଦ ଷ୍ଟେଟ୍ ଅଫ୍ ଦି ୱାର୍ଲ୍ଡ୍ସ ଚିଲଡ୍ରେନ୍ ୨୦୨୩’ ପ୍ରକାଶ ପାଇଛି । କୋଭିଡ୍ ପାଇଁ ଅନେକ ଛୁଆ ବିଶ୍ୱରେ ଟିକା ନେଇ ନଥିବା ରିପୋର୍ଟରେ ଉଲ୍ଲେଖ…

ଭାରତରେ ୩.୫ ମିଲିୟନରୁ ଅଧିକ ଶିଶୁ ନେଇ ନାହାନ୍ତି ଟିକା

ନୂଆଦିଲ୍ଲୀ: ଭାରତରେ ଅଦ୍ୟାବଧି ୩.୫ ମିଲିୟନରୁ ଅଧିକ ଶିଶୁ ଟିକାକରଣରୁ ବଞ୍ଚିତ ରହିଛନ୍ତି। ଦେଶରେ ଟିକା ନେଇନଥିବା ଶିଶୁଙ୍କ ସଂଖ୍ୟା ୩.୫ ମିଲିୟନ ରହିଛି। ଏହା ୨୦୧୯ ତୁଳନାରେ ୧.୪ ମିଲିୟନ ବୃଦ୍ଧି ପାଇଛି। ଏ ନେଇ ୟୁନିସେଫ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ୟୁନିସେଫ୍‌ ଏହା ମଧ୍ୟ…

ଭାରତକୁ ୩୦୦୦ ଅଜ୍ସିଜେନ କନ୍‌ସେନ୍‌ଟ୍ରେଟର ପଠାଇବ ୟୁନିସେଫ୍‌

ନୂଆଦିଲ୍ଲୀ: ମିଳିତ ଜାତିସଂଘ ଚିଲ୍‌ଡ୍ରେନ୍ସ ଏଜେନ୍ସି ଗୁରୁତ୍ବପୂର୍ଣ୍ଣ ଜୀବନ ରକ୍ଷାକାରୀ ସାମଗ୍ରୀ ଭାରତ ପଠାଇବ।  ଯେଉଁଥିରେ ୩୦୦୦ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର, ଡାଇଗ୍ନୋଷ୍ଟିକ୍ ଟେଷ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ରହିଛି। କରୋନା ସଙ୍କଟ ମୁକାବିଲା ପାଇଁ ଭାରତକୁ ସହାୟତାର ହାତ ବଢାଇଛି…

କରୋନା କାଳରେ ଭାରତର ୨୫ କୋଟି ପିଲାଙ୍କ ଶିକ୍ଷା ଉପରେ ପ୍ରଭାବ ପଡ଼ିଛି: UNICEF

ନୂଆଦିଲ୍ଲୀ: ମହାମାରୀ କୋଭିଡ୍ ସମୟରେ ସମସ୍ତ ପିଲାଙ୍କ ପାଖରେ ଶିକ୍ଷା ପହଞ୍ଚିଥିବା ସରକାର ଦାବି କରୁଛନ୍ତି । କିନ୍ତୁ ୟୁନିସେଫ୍ (UNICEF) ଜାରି କରିଥିବା ରିପୋର୍ଟ ଅନ୍ୟ କିଛି କହୁଛି । ରିପୋର୍ଟ ଅନୁସାରେ, ମହାମାରୀ ଓ ଲକଡାଉନ୍ ପାଇଁ ୨୦୨୦ରେ ୧.୫ ମିଲିୟନ୍ ସ୍କୁଲ୍ ବନ୍ଦ ରହିଥିଲା ।…

ଚଳିତ ବର୍ଷ ଶିଶୁ ଜନ୍ମହାରରେ ଚୀନ୍‌କୁ ପଛରେ ପକାଇବ ଭାରତ; ୟୁନିସେଫ୍‌

ନ୍ୟୁୟର୍କ: ନୂଆ ବର୍ଷ ଦିନ ସାରା ବିଶ୍ୱରେ ଆନୁମାନିକ ୩,୭୧,୫୦୪ ପିଲା ଜନ୍ମ ହେବେ। ଏଥିମଧ୍ୟରୁ ପ୍ରାୟ ୬୦ ହଜାର ପିଲା ଭାରତରେ ଜନ୍ମ ହୋଇଥିବା ଅନୁମାନ କରାଯାଉଛି। ମିଳିତ ଜାତିସଂଘ ଶିଶୁ ପାଣ୍ଠି (ୟୁନିସେଫ) ଶୁକ୍ରବାର ଦିନ ଏହି ସୂଚନା ଦେଇଛି। ୨୦୨୧ରେ ଆନୁମାନିକ ୧୪୦ ନିୟୁତ ପିଲା ଜନ୍ମ…

ନୂଆବର୍ଷରେ ଭାରତରେ ଜନ୍ମ ନେଲେ ସର୍ବାଧିକ ଶିଶୁ; ଜାଣନ୍ତୁ କେତେ !

ନ୍ୟୁୟର୍କ: ୟୁନିସେଫର ସର୍ଭେ ଅନୁଯାୟୀ ଭାରତରେ ନୂଆବର୍ଷ ଦିନ ତଥା ଜାନୁଆରୀ ୧ ତାରିଖରେ ସର୍ବାଧିକ ୬୭,୩୮୫ ନବଜାତକ ଜନ୍ମ ଗ୍ରହଣ କରିଛନ୍ତି । ଏହା ସମଗ୍ର ବିଶ୍ୱରେ ଏକ ବିରଳ ରେକର୍ଡ ସୃଷ୍ଟି କରିଛି । ଯେତେବେଳେକି ଚୀନରେ ନୂଆବର୍ଷ ଦିନ ୪୬,୨୯୯ ଜଣ ଶିଶୁ ଜନ୍ମ ନେଇଛନ୍ତି । ଏହାବ୍ୟତିତ…