ସାପ୍ତାହିକ ସଟଡ଼ାଉନରେ ସାମିଲ୍ ହେଲା ଆଉ ଏକ ଜିଲ୍ଲା
ରାୟଗଡ଼ା: ବଲାଙ୍ଗୀର ଓ କେନ୍ଦ୍ରାପଡ଼ା ପରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ଜୁଲାଇ ମାସରେ ସାପ୍ତାହିକ ସଟଡ଼ାଉନ କରିବା ନେଇ ଗୁରୁବାର ଦିନ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
କରୋନା ସଂକ୍ରମଣ ରୋକିବା ଲାଗି ସାମାଜିକ ଦୂରତା ଓ ସଂଗରୋଧ ଜରୁରୀ ହୋଇପଡ଼ିଛି ଏବଂ ଏହି କାରଣରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି…