Latest Odisha News

BREAKING NEWS

Browsing Tag

us election

ଭାରତୀୟ ସମୟ ଅନୁଯାୟୀ ସନ୍ଧ୍ୟା ୪.୩୦ରୁ ଆରମ୍ଭ ହେବ ମତଦାନ ପ୍ରକ୍ରିୟା; ଆମେରିକା ନିର୍ବାଚନ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୩ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସାଧାରଣ ଜନତାଙ୍କ ମତଦାନ ପ୍ରକ୍ରିୟା ଆରମ୍ଭ ହେବ। ଏଥର ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ୍‌ ଏବଂ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏହି…

୪୭ ବର୍ଷ ଧରି ଆମେରିକା ପ୍ରତି ବିଶ୍ୱାସଘାତକତା କରିଛନ୍ତି ବିଡେନ୍‌; ଟ୍ରମ୍ପ୍

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ​​ଜଣେ ଦୁର୍ନୀତିଗ୍ରସ୍ତ ନେତା ବୋଲି ଅଭିହିତ କରି କହିଛନ୍ତି ଯେ ଗତ ୪୭ ବର୍ଷ ମଧ୍ୟରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଆମେରିକୀୟମାନଙ୍କୁ ପ୍ରତାରଣା କରିବା ଛଡା ଆଉ କିଛି…

ଏଥର ଆମେରିକା ରାଷ୍ଟ୍ରପତି ନିର୍ବାଚନ ନାଗରିକ ଅଶାନ୍ତି ଆଣିବ; ମାର୍କ ଜୁକର‌୍‌ବର୍ଗ

ସାନ୍‌ ଫ୍ରାନ୍ସିସକୋ : ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମଗ୍ର ବିଶ୍ୱ‌ବାସୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣତି ପରେ ଦେଶରେ ନାଗରିକ ଅଶାନ୍ତି ବା ଅସ୍ଥିରତା ଦେଖାଦେବ ବୋଲି ସାମାଜିକ ଗଣମାଧ୍ୟମ ‘ଫେସ୍‌ବୁକ୍‌’ ମୁଖ୍ୟ ମାର୍କ ଜୁକେରବର୍ଗ…

୨୦୨୦ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଇତିହାସରେ ସବୁଠାରୁ ମହଙ୍ଗା ନିର୍ବାଚନ ହେବ; ଦ ସେଣ୍ଟର ଫର୍‌ ରେସ୍‌ପନ୍‌ସିଭ୍‌…

ନୂଆଦିଲ୍ଲୀ: ୨୦୨୦ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଇତିହାସରେ ସବୁଠାରୁ ମହଙ୍ଗା ହେବ ବୋଲି ଅନୁମାନ କରାଯାଉଛି। ଗତ ରାଷ୍ଟ୍ରପତି ନିର୍ବାଚନ ତୁଳନାରେ ଏହା ଦୁଇ ଗୁଣ ମହଙ୍ଗା। ଏକ ଅନୁସନ୍ଧାନ ଗୋଷ୍ଠୀର ଆକଳନ ଅନୁଯାୟୀ ଏହି ନିର୍ବାଚନର ମୋଟ ମୂଲ୍ୟ ୧୪ ବିଲିୟନ ଆମେରିକୀୟ ଡଲାରକୁ ଯାଇପାରେ।…

ଜୋ ବିଡେନ୍‌ ସମ୍ପୂର୍ଣ୍ଣ ରୂପେ ଦୁର୍ନୀତିଗ୍ରସ୍ତ; ଟ୍ରମ୍ପ୍‌

ମିଲୱାକୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୁଖ୍ୟ ଗଣମାଧ୍ୟମ ତଥା ବଡ ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ଉପରେ ତାଙ୍କ ଗଣତାନ୍ତ୍ରିକ ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗକୁ ଲୁଚାଇଥିବା ଅଭିଯୋଗ କରିଛନ୍ତି। ନିର୍ବାଚନୀ ସମାବେଶକୁ ଯିବା ପୂର୍ବରୁ ଟ୍ରମ୍ପ…

‘ଡୋନାଲ୍ଡ ଇଜ୍‌ ଏ ଫାଇଟର୍‌’; ମେଲାନିଆ ଟ୍ରମ୍ପ୍‌

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ୩ ନଭେମ୍ବରରେ ହେବାକୁ ଯାଉଛି। ଏହାପୂର୍ବରୁ ଆମେରିକାର ପ୍ରଥମ ଲେଡି ମେଲାନିଆ ଟ୍ରମ୍ପ୍‌ ମଙ୍ଗଳବାର ଦିନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପାଇଁ ନିର୍ବାଚନୀ ପ୍ରଚାରରେ ଭାଗ ନେଇଥିଲେ। ସେ ଏକ ନିର୍ବାଚନୀ ସଭାରେ ସମ୍ବୋଧିତ କରିବାବେଳେ…

ନିର୍ବାଚନ ପୂର୍ବରୁ ଆମେରିକୀୟ ସୁପ୍ରିମ୍‌ କୋର୍ଟରେ ନୂତନ ନ୍ୟାୟଧୀଶ ଭାବେ ନିଯୁକ୍ତି ପାଇଲେ ଆମି ‌କନି ବାରେଟ୍‌

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମି କନି ବାରେଟଙ୍କୁ ସୁପ୍ରିମକୋର୍ଟର ନୂତନ ବିଚାରପତି ଭାବରେ ନାମିତ କରିଥିଲେ। ସ୍ୱର୍ଗତ ଜଜ୍ ଜଷ୍ଟିସ୍ ରୁଥ ବାଡର୍ ଗିନ୍ସବର୍ଗଙ୍କ ସ୍ଥାନରେ ଟ୍ରମ୍ପ ଆମି କନି ବାରେଟ୍‌ଙ୍କୁ ମନୋନୀତ କରିଥିଲେ। ଏଥି ସହିତ ନଭେମ୍ବରରେ ରାଷ୍ଟ୍ରପତି…

ବାସ୍‌ ବହୁତ ହୋଇଗଲା, ଏବେ ଶେଷ କର, କହି କାହିଁକି ଅଧାରୁ ସାକ୍ଷାତକାର ଛାଡି ଚାଲିଯାଇଥିଲେ ଟ୍ରମ୍ପ୍

ୱାଶିଂଟନ୍‌: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନକୁ ଆଉ ମାତ୍ର ଏକ ସପ୍ତାହ ବାକି ଅଛି। ନଭେମ୍ବର ୩ରେ ମତଦାନ ହେବ। ଏହା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ଡୋନାଲ୍ଡ ଟ୍ରମ୍ପ ଏକ ସାକ୍ଷାତକାର ସମୟରେ ଅଧାରୁ ଉଠି ଚାଲିଯାଇଛନ୍ତି ଏବଂ…

ଟ୍ରମ୍ପ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ଭୋଟ୍‌ ଦେଇଛି; ଟ୍ରମ୍ପ୍‌

ଫ୍ଲୋରିଡା: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ଲୋରିଡାରେ ମତଦାନ ପ୍ରକ୍ରିୟା ଶେଷ କରିଛନ୍ତି। ଏହା ପରେ ସେ କହିଛନ୍ତି ଯେ ଟ୍ରମ୍ପ ନାମକ ଜଣେ ବ୍ୟକ୍ତିଙ୍କୁ ସେ ଭୋଟ୍ ଦେଇଛନ୍ତି। ସେ ପୂର୍ବରୁ ନ୍ୟୁୟର୍କରେ ମତଦାନ କରୁଥିଲେ କିନ୍ତୁ ଗତ ବର୍ଷ…

ଟ୍ରମ୍ପ୍ ‘ଜାତିବାଦୀ’; କମଲା ହାରିସ୍‌

ନ୍ୟୁୟର୍କ: ଯୁକ୍ତରାଷ୍ଟ୍ରରେ ଡେମୋକ୍ରାଟିକ୍ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ 'ଜାତିବାଦୀ' ବୋଲି କହିଛନ୍ତି ଏବଂ କହିଛନ୍ତି ଏମିତି ନୁହେଁ ଯେ ସେ ହଠାତ୍ ସେ କିଛି କରନ୍ତି କିମ୍ବା କିଛି କୁହନ୍ତି ବରଂ ତାଙ୍କ ଭିତରେ ଏକ ଭିନ୍ନ ଢାଞ୍ଚା…