Latest Odisha News

BREAKING NEWS

Browsing Tag

used car

ପୁରୁଣା କାର୍ ବିକ୍ରୀ ଉପରେ ଲାଗିବ ୧୮% ଜିଏସଟି

ନୂଆଦିଲ୍ଲୀ: ଯଦି ଆପଣ ନିଜର ପୁରୁଣା କାର ବିକ୍ରୀ କରି ସେହି ଟଙ୍କାରେ ଏକ ନୂଆ କାର କିଣିବାକୁ ଭାବୁଛନ୍ତି କି। ତେବେ ଏହା ଆପଣଙ୍କ ଚିନ୍ତାଜନକ ଖବର। କାରଣ ପୁରୁଣା ଗାଡିର ବିକ୍ରୀ ଉପରେ ସରକାର ଜିଏସଟି ହାର ବୃଦ୍ଧି କରିଛନ୍ତି। ତେବେ ସଠିକ୍ ଭାବରେ କହିବାକୁ ଗଲେ ବ୍ୟବହୃତ କାର କିଣିବା ପାଇଁ…