ଉତ୍କଳ ସମ୍ମିଳନୀ ଓ ଭାରତୀୟ ଜାତୀୟତାର ପ୍ରଶ୍ନ
କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ
୩୦ ଡିସେମ୍ବର ୧୯୦୩, ସମୟ ଦିନ ୧୧ ଘଣ୍ଟା, ସ୍ଥାନ - କଟକ ସହରର ଇଦଗା ପଡିଆ । ସମବେତ ଉତ୍କଳର ପ୍ରାୟ ପାଂଚ ଶହ ବିଶିଷ୍ଟ ନାଗରିକଂକ ଆଗରେ ସେଦିନ ଚାରୋଟି ସଂଗୀତ ଗାନ କରାଯାଇଥିଲା। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଆହୂତ ଏହି ପ୍ରଥମ…