କଟକ; ଟିକାକରଣ ପାଇଁ ଆଜି ସନ୍ଧ୍ୟାରୁ ସ୍ଲଟ୍ ବୁକିଂ ଆରମ୍ଭ
କଟକ: କଟକ ସହରରେ କୋଭିଶିଲ୍ଡ ଟିକାକରଣ ପାଇଁ ଅନଲାଇନ୍ ସ୍ଲଟ୍ ବୁକିଂ ଗୁରୁବାର ସନ୍ଧ୍ୟା ୬ ଟାରୁ ଆରମ୍ଭ ହେବ।
ଏ ନେଇ କଟକ ମ୍ୟୁନିସିପାଲିଟି କର୍ପୋରେସନ୍ (ସିଏମସି) ଟ୍ୱିଟ୍ କରି କହିଛି। ସିଏମ୍ସି କହିଛି ଯେ ଜୁଲାଇ ୧୬ ପାଇଁ ୪୫ ବର୍ଷ ବୟସ୍କଙ୍କ ଲାଗି ଦ୍ୱିତୀୟ ଡୋଜ ପାଇଁ ସ୍ଲଟ୍…