Latest Odisha News

BREAKING NEWS

Browsing Tag

Valena Valentina

ଜାତୀୟ କରାଟେ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଲେ ଓଡିଶାର ଭାଲେନା ଭାଲେଣ୍ଟିନା

ଭୁବନେଶ୍ୱର : ଚେନ୍ନାଇରେ ଆୟୋଜିତ ସିନିୟର୍ ନ୍ୟାସନାଲ୍ କରାଟେ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି ଓଡିଶାର ଭାଲେନା ଭାଲେଣ୍ଟିନା । ଯାହା ରାଜ୍ୟ ପାଇଁ ପୁଣିଥରେ ଗୌରବ ଆଣିଦେଇଛି । ଜାତୀୟ ସ୍ତରର ଇଭେଣ୍ଟରେ ଏହା ତାଙ୍କର ୧୦ମ ସ୍ୱର୍ଣ୍ଣ ପଦକ ବୋଲି ସୂଚନା ମିଳିଛି । ସେ ନିଜର…

ଦୂତୀଙ୍କ ସମଲିଙ୍ଗୀ ସମ୍ପର୍କକୁ ନେଇ କ’ଣ କହିଲେ ଓଡ଼ିଶା ଆଥଲେଟ, ଜାଣନ୍ତୁ…

ଭୁବନେଶ୍ୱର : ଦୌଡ଼ରାଣୀ ଦୂତୀ ଚାନ୍ଦ ରବିବାର ଦିନ ଗଣମାଧ୍ୟମରେ ନିଜର ସମଲିଙ୍ଗୀ ସମ୍ପର୍କ ସ୍ଥାପନ ନେଇ ସ୍ୱୀକାର କରିବା ପରେ ଏହାକୁ ନେଇ ଓଡିଶାର କିଛି ଜଣାଶୁଣା ଆଥଲେଟ୍ ନିଜନିଜର ମତ ପ୍ରକାଶ କରିଛନ୍ତି । ଏସମ୍ପର୍କରେ ଅନ୍ତର୍ଜାତୀୟ ମହିଳା କରାଟେକା ଭାଲେନା ଭାଲେଣ୍ଟିନା ଗଣମାଧ୍ୟମକୁ…