ବ୍ୟାଚ୍ଲର୍ ପାର୍ଟିକୁ ଯିବା ବେଳେ କାର୍ ଦୁର୍ଘଟଣାର ଶିକାର ହେଲେ ବରୁଣ
ନୂଆଦିଲ୍ଲୀ: ଆଜି ବଲିଉଡ ଅଭିନେତା ବରୁଣ ଧାୱନ ନତାଶାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ସେ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରିବେ। ସମସ୍ତ ବିବାହ ସମାରୋହ ଆରମ୍ଭ ହୋଇସାରିଛି। ଏଭଳି ପରିସ୍ଥିତିରେ ବରୁଣ ଧାୱନ ଏବଂ ନତାଶା ଦଲାଲଙ୍କ ବିବାହ ସମାରୋହର ଚିତ୍ର ମଧ୍ୟ ସୋସିଆଲ ମିଡିଆରେ…