ମୁହଁ ଖୋଲିଲେନି ବିଦ୍ୟାଭାରତୀ
ବଲାଙ୍ଗିର: ଫାଇନାଲ୍ ସେମିଷ୍ଟର ଦେଲେ ବିଦ୍ୟାଭାରତୀ । କାହା ସହିତ କଥା ହେଲେନି । ବିଦ୍ୟା ବାପା କହିଲେ- ବିଦ୍ୟା ଓ ପୁରା ପରିବାର ମାନସିକ ଚାପରେ ଅଛୁ ।
ପରୀକ୍ଷା ଦେଲେ ବିଦ୍ୟାଭାରତୀ । ବହୁଚର୍ଚ୍ଚିତ ମୃତ ପାରଳାଖେମୁଣ୍ଡି ଏସିଏଫ୍ଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ବିଦ୍ୟାଭାରତୀ…