‘ଦୁନିଆର ଟପ୍ ମାର୍ଶଲ’ ତାଲିକାରେ ସାମିଲ୍ ହେଲେ ବଲିଉଡ ଅଭିନେତା ବିଦ୍ୟୁତ୍ ଜାମୱାଲ!
ନୂଆଦିଲ୍ଲୀ: ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ସ୍କ୍ରିନସଟ ସେୟାର କରିଛନ୍ତି ଯାହା ସର୍ଚ୍ଚ ଇଞ୍ଜିନ ଗୁଗୁଲ ଅନୁଯାୟୀ ତାଙ୍କୁ ‘ଦୁନିଆର ଟପ୍ ମାର୍ଶଲ କଳାକାର’ ଭାବରେ ଦର୍ଶାଉଛି। ଅଭିନେତାଙ୍କ ଦ୍ବାରା ସେୟାର ହୋଇଥିବା ଫଟୋରେ ତାଙ୍କୁ ଜ୍ୟାକି ଖାନ୍,…