Latest Odisha News

BREAKING NEWS

Browsing Tag

Vigilance

ଗିରଫ ହେଲେ କୋଟିପତି କିରାଣୀ; ଜାଣନ୍ତୁ, ସମ୍ପତ୍ତିର ମୂଲ୍ୟ

ଭୁବନେଶ୍ୱର: ଭୁବନେଶ୍ୱର ଉପ-ଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଉଦୟନାଥ ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଆର‌୍ୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଟିମ୍ ତାଙ୍କ ସୁନ୍ଦରପଦା ସ୍ଥିତ ଘର, କେନ୍ଦ୍ରାପଡା ଜିଲ୍ଲାର ଏଣ୍ଡୁଲପୁର ଗ୍ରାମର…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜୁନିଅର ମ୍ୟାନେଜର

ଭୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲା ସ୍ଥିତ ନେସ୍କୋର କପ୍ତିପଦା ସେକସନର ଜୁନିଅର ମ୍ୟାନେଜର ଅଶ୍ୱିନୀ କୁମାର ଦାସ ଅଧିକାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର କପ୍ତିପଦା ଥାନା ଅନ୍ତର୍ଗତ ଜନକପୁର ଗ୍ରାମର ଶିଶିର କୁମାର ନାୟକଙ୍କ…

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଢେଙ୍କାନାଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ବିପିନ ବିହାରୀ ଦାସ। ସୂଚନା ଅନୁଯାୟୀ ଉକ୍ତ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ବିଲ ପାସ କରାଇଦେବା ପାଇଁ ଜଣେ ମଧ୍ୟସ୍ତି ଶକ୍ତି ପ୍ରସାଦ ମହାନ୍ତିଙ୍କ ଜରିଆରେ ୧୬,୦୦୦…

୩୬ ହଜାର ଲାଞ୍ଚ ନେଇ ଫସିଲେ ମହିଳା ଫରେଷ୍ଟ ଗାର୍ଡ

ସମ୍ବଲପୁର: ଜିଲ୍ଲାର ଜୁଜୁମରା ସ୍ଥିତ ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବେହେରାଣୀ ବନ ସୁରକ୍ଷା ସମିତିର ସଦସ୍ୟ ସଚିବ ତଥା ଫରେଷ୍ଟ ଗାର୍ଡ ମଧୁସ୍ମିତା ମହାପାତ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ପର୍ଶୁରାମ ମିର୍ଧାଙ୍କ ଅଭିଯୋଗ…

ଜେଲ ଗଲେ କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଭିଜିଲାନ୍ସରେ ଜାଲରେ ପଡିଥିବା କୋଟିପତି ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନଙ୍କୁ ଜେଲ ପଠାଯାଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ରବୀନ୍ଦ୍ର ୩ ତାରିଖ ଯାଏଁ ଜେଲରେ ରହିବେ । ରବୀନ୍ଦ୍ରଙ୍କର ଜବତ ସମ୍ପତ୍ତିର ମୂଲ୍ୟ ୬ କୋଟି ୫୮ ଲକ୍ଷ ଟଙ୍କା ହୋଇଥିବା ଆକଳନ…

ଭିଜିଲାନ୍ସ ବିଭାଗ ଆମକୁ ଦିଅ: ଲୋକାୟୁକ୍ତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଭିଜିଲାନ୍ସ ବିଭାଗ ମାଗିଲା ଲୋକାୟୁକ୍ତି । ବଡ଼ ବଡ଼ ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିବା ଓଡ଼ିଶା ଲୋକାୟୁକ୍ତ, ନିଜ ଅଧିନରେ ଏକ ତଦନ୍ତକାରୀ ସଂସ୍ଥା ରଖିବାକୁ ନିଜ ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଆଉ ଏହିକ୍ରମରେ ଭିଜିଲାନ୍ସ ବିଭାଗକୁ ସିଧାସଳଖ ନିଜ…

ଭିଜିଲାନ୍ସ ଜାଲରେ ପୋଲିସ ବାବୁ; ନେଉଥିଲେ ଲାଞ୍ଚ !

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନାର ଏସଆଇ ସିଦ୍ଧାର୍ଥ କୁମାର ଗୌଡ଼ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ମିଳିଥିବା ସୂଚନାନୁଯାୟୀ, ପି ରାଜା ନାମକ ଜଣେ ବ୍ୟକ୍ତିଙ୍କଠାରୁ ଥାନାକୁ ଆସିଥିବା ଏକ ମାମଲାର ସମାଧାନ କରିବା ଲାଗି ଏହି ପୋଲିସ…