ଅଡିଓ ଭାଇରାଲ ମାମଲା: ତଦନ୍ତରେ ସହଯୋଗ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: କୋଭିହ ଯୋଦ୍ଧାଙ୍କ ସମ୍ପର୍କରେ ବିଭ୍ରାନ୍ତିକରଣ ଅଡିଓ ଭାଇରାଲ ମାମଲାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ମାମଲା ଏବେ ହାଇକୋର୍ଟରେ ପହଞ୍ଚିଛି। ସଂପୃକ୍ତ ଟିଭି ଚାନେଲରେ କାର୍ଯ୍ୟରତ ୩ ଜଣ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଆଜି ଏହି ମାମଲାର ଶୁଣାଣି କରି ସେମାନଙ୍କୁ…