ଭାମିକାଙ୍କୁ ସୋସିଆଲ୍ ମିଡିଆରେ କାହିଁକି ଆଣିବାକୁ ଚାହାନ୍ତିନି ବିରୁଷ୍କା
ନୂଆଦିଲ୍ଲୀ: ବିରାଟ କୋହଲି ଶନିବାର ଦିନ ନିଜର ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ କିଛି ସମୟ ବାହାର କରି ସୋସିଆଲ୍ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ ଯୋଗାଯୋଗ କରିଥିଲେ।
ବିରୁଷ୍କା ତାଙ୍କ ଶିଶୁ କନ୍ୟା ଭାମିକାଙ୍କ ଫଟୋ ସୋସିଆଲ୍ ମିଡିଆରେ କାହିଁକି ସେୟାର୍ କରୁ ନାହାନ୍ତି ବୋଲି…