୧୦ ଦିନ ଯୁଦ୍ଧରେ ୟୁକ୍ରେନ ଛାରଖାର, ଦେଶ ଛାଡ଼ିଲେଣି ୧୨ ଲକ୍ଷ ଲୋକ
କିଭ୍(ୟୁକ୍ରେନ): ୟୁକ୍ରେନ ଉପରେ ୧୦ ଦିନ ହେବ ହମଲା ଜାରି ରଖିଛି ରୁଷ୍ । ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଘନ ଘନ ଆକ୍ରମଣ କରୁଛି । ୧୦ଟି ସହରକୁ ଛାରଖାର କରି ଦେଲାଣି । ତୁହାକୁ ତୁହା ମିସାଇଲ୍ ମାଡ଼ ଓ ଏୟାରଷ୍ଟ୍ରାଇକ୍ ହେଉଛି । ଆକାଶରୁ ଖସୁଛି ରକେଟ୍ । ତାସାଙ୍ଗକୁ ଟ୍ୟାଙ୍କ ମାଡ଼ । ଖାରକିଭ୍…