ସକାଳୁ ଖାଲି ପେଟରେ ପିଅନ୍ତୁ ପାଣି: ମିଳିବ ଏହିସବୁ ଫାଇଦା
ଭୁବନେଶ୍ୱର: ସୁସ୍ଥ ଶରୀର ପାଇଁ ଅନେକ ଲୋକ ଅନେକ ବାଟ ଅବଲମ୍ବନ କରୁଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏକ ସରଳ ମାଧ୍ୟମ, ଯାହା ସହସ୍ୟରେ ଆପଣ ନିଜକୁ ସୁସ୍ଥ ରଖି ପାରିବେ।
ସୁସ୍ଥ ଶରୀର ପାଇଁ ପାଣିର ଆବଶ୍ୟକତା ଅନେକ ରହିଛି ।। ପାଣି ପିଇବା ଦ୍ୱାରା ଆମ ଶରୀର ସୁସ୍ଥ ଓ ଫିଟ୍…