Latest Odisha News

BREAKING NEWS

Browsing Tag

Wayanad

ରାହୁଲଙ୍କ ‘ସତ୍ୟମେବ ଜୟତେ’

ଭୁବନେଶ୍ୱର: ୱାୟନାଡ଼ରେ ଦମ ଦେଖାଇଲେ ରାହୁଲ। ସଦସ୍ୟ ପଦ ରଦ୍ଦ କରିଦିଆଗଲେ ମଧ୍ୟ ଯେଉଁ ନିର୍ବାଚନମଣ୍ଡଳୀରେ ସେ ପ୍ରତିନିଧିତ୍ୱ କରୁଥିଲେ ସେଠି ତାଙ୍କ ଲୋକପ୍ରିୟତା କେତେ ସେ କଥା ଦେଖାଇଛନ୍ତି ରାହୁଲ। ଏପରିକି ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ୱାୟନାଡ଼ରୁ ସେ ହୁଙ୍କାର ଦେଇଛନ୍ତି।…

ୱାୟନାଡ଼ରୁ ନିର୍ବାଚନ ଲଢ଼ି ପାରନ୍ତି ପ୍ରିୟଙ୍କା ଗାନ୍ଧୀ, ରାହୁଲ ବଦଳାଇଲେ ରଣନୀତି

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ବିନା କଂଗ୍ରେସର କଣ ହେବ ? ୱାୟନାଡ଼ରୁ କଂଗ୍ରେସ ସାଂସଦ ଭାବେ ନିର୍ବାଚିତ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପରେ ଏବେ ଭାଳେଣି ପଡ଼ିଛି । କିଏ ଲଢ଼ିବ ୱାୟନାଡ଼ରୁ ଉପନିର୍ବାଚନ ? କାରଣ ସାଂସଦ ଭାବେ ଅଯୋଗ୍ୟ ହେବା ପରେ ରାହୁଲ୍ ଆଗାମୀ ୮ ବର୍ଷ ଯାଏ ନିର୍ବାଚନ…