ଚର୍ଚ୍ଚାରେ ଆଇନଜୀବୀ ଦମ୍ପତ୍ତିଙ୍କ ନିଆରା ବିବାହ ନିମନ୍ତ୍ରଣ ପତ୍ର
ଭୁବନେଶ୍ୱର: କଥାରେ ଅଛି ବିବାହ ହେଉଛି ଦୁଇଟି ଆତ୍ମାର ମିଳନ । ଏହି ଦିନଟିକୁ ସ୍ମରଣୀୟ କରିବା ଲାଗି ଅନେକ ଲୋକ ଅଦ୍ଭୁତ ତଥା ଅନନ୍ୟ ଚିନ୍ତାଧାରା ଆପଣାଇଥାନ୍ତି । କେହିକେହି ପ୍ରି-ୱେଡିଂ ଫଟୋ ସୁଟ୍ କରିବାକୁ ପସନ୍ଦ କରିଥାନ୍ତି । ତ ଅନ୍ୟ କେହି ଆକାଶରେ କିମ୍ବା ପାଣିରେ ରହି ବିବାହ…