ବାତିଲ୍ ହେଲା ଡେଷ୍ଟିନେସନ୍ ୱେଡିଂ; ଜାଣନ୍ତୁ କେଉଁଠି ଓ କେବେ ବିବାହ କରିବେ ରଣବୀର ଓ ଆଲିୟା ?
ମୁମ୍ବାଇ: ବଲିଉଡରେ ଚର୍ଚ୍ଚିତ ଲଭଷ୍ଟୋରୀ ରଣବୀର ଓ ଆଲିୟାଙ୍କ ଯୁଗଳବନ୍ଦୀ । ପୂର୍ବରୁ ଦୁହେଁ ଡେଷ୍ଟିନେସନ୍ ୱେଡିଂ ପ୍ଲାନିଂ କରିଥିଲାବେଳେ ଏବେ ତାହାକୁ ବାତିଲ୍ କରିଛନ୍ତି ।
କ୍ୟାଟ୍ରିନାଙ୍କ ସହ ରିଲେସନ୍ସିପ୍ରେ ଥିବାବେଳେ ହିଁ ଆଲିୟା ରଣବୀରଙ୍କୁ ପସନ୍ଦ କରୁଥିଲେ । ତେବେ…