କଳିଙ୍ଗ ଷ୍ଟୁଡିଓକୁ ଦିଆଯିବ ନୂଆ ରୂପ, ଖର୍ଚ୍ଚ ହେବ ପ୍ରାୟ ୨ ଶହ କୋଟି
ଭୁବନେଶ୍ବର: ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓକୁ ଦିଆଯିବ ନୂଆ ରୂପ । ପ୍ରତିଷ୍ଠା ହେବ ‘ଷ୍ଟେଟ୍ ଅଫ୍ ଦି ଆର୍ଟ’ ଆଧୁନିକ ସିନେମା ଷ୍ଟୁଡିଓ । ନୂଆ ରୂପରେଖ ପାଇଁ ଖର୍ଚ୍ଚ ହେବ ପ୍ରାୟ ୨ ଶହ କୋଟି । ଷ୍ଟୁଡିଓକୁ ଏକ ନିଯୁକ୍ତି ସୃଷ୍ଟିକାରୀ ୟୁନିଟରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । …