Latest Odisha News

BREAKING NEWS

Browsing Tag

women carry on cot

ରାସ୍ତା ନଥିବାରୁ ହଟହଟା ଗର୍ଭବତୀ

ଯାଜପୁର: ଯାଜପୁରରେ ବିକାଶର ବିକଳ ଚିତ୍ର । ପୁଣି ଖଟିଆରେ ବୁହାହେଲେ ଜଣେ ଗର୍ଭବତୀ । ସୁକିନ୍ଦା ଖଣି ଅଞ୍ଚଳରେ ଦେଖାଦେଇଛି ଏଭଳି ଘଟଣା । କଅଂଶ ପଂଚାୟତ ସାରୁଆବିଲି ଗାଁର ଚିରୁ ସାହିକୁ ନାହିଁ ଖଣ୍ଡେ ରାସ୍ତା । କାହାର ଦେହ ଖରାପ ହେଉ କି ଗର୍ଭବତୀ ମହିଳା ସମସ୍ତଙ୍କୁ ସାହା ସେଇ ଖଟିଆର ଦୋଳା…