କରୋନା କାଳରେ ବି ବଢିଛି ଦୁନିଆର ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି
ନୂୂଆଦିଲ୍ଲୀ: ଆମର ସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ ଅବସ୍ଥା ଉପରେ କରୋନା ମହାମାରୀର ଗଭୀର ପ୍ରଭାବ ପଡିଛି। ଗତ ଦୁଇ ବର୍ଷ ଧରି ମହାମାରୀ କବଳରେ ବିଶ୍ବବାସୀ। କୋଭିଡ-୧୯ ସଂକ୍ରମଣ ସାରା ବିଶ୍ୱରେ ପ୍ରାୟ ୬ ନିୟୁତ ଲୋକଙ୍କ ଜୀବନ ନେଇସାରିଲାଣି। ହଜାର ହଜାର ଲୋକ ଚାକିରି ହରାଇଛନ୍ତି। ଅନେକ ଦେଶର…