ଆଜି ବିଶ୍ୱ ଏଡ଼ସ୍ ଦିବସ
ଭୁବନେଶ୍ୱର: ଏଡ଼ସ୍ (ଆକ୍ୱାଡ଼ ଇମୁ୍ୟନ୍ ଡେ଼ଫିସିଏନ୍ସି ସିଣ୍ଡ୍ରୋମ୍) ନାଁ ଶୁଣିଲେ ମନ ଭୟରେ ଥରିଉଠେ ।ଏଡ଼ସ୍ ଡ଼ର ସଭିଙ୍କୁ । ଗର୍ଭସ୍ଥ ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ । ବୈଜ୍ଞାନିକମାନେ ମଧ୍ୟ ଏଯାଏଁ ଏଡ଼ସ୍ ନିରାକରଣ ପାଇଁ ମେଡ଼ିସିନ୍ ଆବିଷ୍କାର କରିବାରେ ସଫଳତା…