କାହିଁକି ପାଳନ କରାଯାଏ ବିଶ୍ୱ ଖାଦ୍ୟ ଦିବସ; କଣ ଏହାର ଉଦ୍ଦେଶ୍ୟ ଜାଣନ୍ତୁ
୧୯୮୦ରୁ ପ୍ରତି ବର୍ଷ ଅକ୍ଟୋବର ୧୬ ତାରିଖରେ ପାଳିତ ହେଉଛି ‘ବିଶ୍ୱ ଖାଦ୍ୟ ଦିବସ’। ହଙ୍ଗେରିର ତତ୍କାଳୀନ କୃଷି ଓ ଖାଦ୍ୟ ମନ୍ତ୍ରୀ ଡ. ପଲ୍ ରୋମାନି ପ୍ରଥମେ ୧୯୭୯ରେ ଏଥିପାଇଁ ପ୍ରସ୍ତାବ ଦେଇଥିଲେ ।
ସଂପ୍ରତି ଶହେ ପଚାଶରୁ ଅଧିକ ଦେଶରେ, ଏହି ଦିବସ ପାଳିତ ହେଉଛି। ୧୯୪୫ ଅକ୍ଟୋବର…