Latest Odisha News

BREAKING NEWS

କାହିଁକି ପାଳନ କରାଯାଏ ବିଶ୍ୱ ଖାଦ୍ୟ ଦିବସ; କଣ ଏହାର ଉଦ୍ଦେଶ୍ୟ ଜାଣନ୍ତୁ

୧୯୮୦ରୁ ପ୍ରତି ବର୍ଷ ଅକ୍ଟୋବର‌ ୧୬ ତାରିଖରେ ପାଳିତ ହେଉଛି ‘ବିଶ୍ୱ‌ ଖାଦ୍ୟ ଦିବସ’। ହଙ୍ଗେରିର ତତ୍‌କାଳୀନ କୃଷି ଓ ଖାଦ୍ୟ ମନ୍ତ୍ରୀ ଡ. ପଲ୍‌ ରୋମାନି ପ୍ରଥମେ ୧୯୭୯ରେ ଏଥିପାଇଁ  ପ୍ରସ୍ତାବ ଦେଇଥିଲେ ।

ସଂପ୍ରତି ଶହେ ପଚାଶରୁ ଅଧିକ ଦେଶରେ, ଏହି ଦିବସ ପାଳିତ ହେଉଛି। ୧୯୪୫ ଅକ୍ଟୋବର‌ ଏହି ଦିନରେ ‘ଜାତି ସଂଘ’ର ‘ଖାଦ୍ୟ ଓ କୃଷି ସଂସ୍ଥା’ ସ୍ଥାପିତ ହୋଇଥିଲା।

ଖାଦ୍ୟ ନିରାପତ୍ତା ତଥା କୃଷିର ପ୍ରଚାର-ପ୍ରସାର ବାବଦରେ ଜନସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ।

Leave A Reply

Your email address will not be published.