Latest Odisha News
Browsing Tag

yamuna

ଯମୁନାରେ ବୁଡ଼ ପକାଇବା ପରେ ଅସୁସ୍ଥ ବିରେନ୍ଦ୍ର ସଚ୍ଚଦେବା

ନୂଆଦିଲ୍ଲୀ: ଦିଲ୍ଲୀ ଭାରତୀୟ ଜନତା ପାର୍ଟି ସଭାପତି ବିରେନ୍ଦ୍ର ସଚ୍ଚଦେବାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ରାମ ମନୋହର ଲୋହିୟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଦିଲ୍ଲୀ ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ଗତ ଗୁରୁବାର ଯମୁନାରେ ବୁଡ଼ ପକାଇଥିଲେ। ସେ ଯମୁନାରେ…

ଆଗ୍ରାର ତାଜମହଲ ପହଞ୍ଚିଲା ଯମୁନାର ବନ୍ୟା ପାଣି

ଆଗ୍ରା: ଦିଲ୍ଲୀରେ ଯମୁନା ନଦୀ ବିପଦ ସଂକେତ ତଳକୁ ଖସିବା ପରେ ପୁଣି ଥରେ ଫୁଲିବାରେ ଲାଗିଛି । ଯାହା ଫଳରେ ଉତ୍ତରପ୍ରଦେଶର ଆଗ୍ରା-ମଥୁରାର କେତେକ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଯମୁନାର ବନ୍ୟା ପାଣି ଆଗ୍ରାର ତାଜମହଲ ଯାଏ ପହଞ୍ଚିଛି । ମଥୁରାରେ ଯମୁନା ବିପଦ ସଂକେତ ଠାରୁ…

ପୁଣି ଯମୁନାକୁ ଫେରିଲା ବିଷାକ୍ତ ଫେଣ !

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ମାର୍ଚ୍ଚ ମାସରୁ ସାରା ଦେଶରେ ଲକଡାଉନ୍ ଆଦେଶ ଜାରି ହୋଇଥିଲା । ଦିଲ୍ଲୀର ଯମୁନା ନଦୀ ଅପ୍ରତ୍ୟଶିତ ଭାବେ ନିଜ ପୂର୍ବ ରୂପ ଫେରିପାଇଥିଲା । ହେଲେ ଯମୁନା ନଦୀର ଏହି ରୂପ ଯେ କ୍ଷଣସ୍ଥାୟୀ ତାହା ପୁଣିଥରେ ପ୍ରମାଣିତ ହୋଇଛି । ସରକାରଙ୍କ ଦ୍ୱାରା ଜାରି…