Latest Odisha News

BREAKING NEWS

Browsing Tag

Young man Missing

ମହେନ୍ଦ୍ର ତନୟା ନଦୀରେ ଭାସିଯାଇ ଯୁବକ ନିଖୋଜ

ଗଜପତି : ମହେନ୍ଦ୍ର ତନୟା ନଦୀରେ ଭାସିଯାଇ ଜଣେ ଯୁବକ ନିଖୋଜ । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବମିକା ନିକଟ ସାଇଲଡା ଗ୍ରାମରେ ନଦୀରେ ଭାସି ଯାଇ ଯୁବକ ଜଣକ ନିଖୋଜ ଅଛନ୍ତି । ନିଖୋଜ ଯୁବକ ଜଣକ ହେଲେ ସାଇଲଡା ଗ୍ରାମର ଜି. ବାବୁରାଓଙ୍କ ୩୦ ବର୍ଷୀୟ ପୁଅ ଜି. ରାମୁ । ସେ ସନ୍ଧ୍ୟାରେ…