କରୋନାରେ ଯୁବ ଓଡ଼ିଆ ବୈଜ୍ଞାନିକଙ୍କ ମୃତ୍ୟୁ
ଯାଜପୁର: ବେଙ୍ଗାଲୁରୁରେ ଯୁବ ଓଡିଆ ବୈଜ୍ଞାନିକ ପ୍ରିୟଶ୍ଲୋକ ଆର୍ଯ୍ୟଙ୍କର କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ହୋଇଥିଲା।
ସେ ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଗାଁର ବାସିନ୍ଦା ଥିଲେ। ସେ ବିଶିଷ୍ଟ…