ତାଇପେ: ଚୀନ ଏବଂ ତାଇୱାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଏ ନେଇ ତାଇୱାନ ମଧ୍ୟ ଜୋରଦାର ପ୍ରସ୍ତୁତି ଚଳାଇଛି । ନିକଟରେ ଜଳ ଏବଂ ସ୍ଥଳ ଯବାନଙ୍କ କଡା ଅଭ୍ୟାସ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ଏଥିରେ ଯବାନମାନେ ନିଆଁ, ବରଫ, ସମୁଦ୍ରର ଲହରୀ ଏବଂ ବାଲିଝଡର ମୁକାବିଲା କରୁଛନ୍ତି । ତାଇୱାନର ଏହି ଏଲିଟ ଆଂଫିବିୟସକୁ ବିଶ୍ୱର ଏକ ଶକ୍ତିଶାଳୀ ଟିମ ଭାବେ ବିବେଚନା କରାଯାଏ ।
ଦକ୍ଷିଣ ଚୀନ ସାଗରରେ ଡ୍ରାଗନ ସେନାକୁ ରୋକିବା ପାଇଁ ଏହି ରଣକୌଶଳ ତାଇୱାନ ଆପଣାଇଛି । ସୂଚନାଯୋଗ୍ୟ, ତାଇୱାନକୁ ହାତେଇବା ପାଇଁ ଚୀନ ପରୋକ୍ଷରେ ଚାପ ପକାଇ ଆସୁଛି । ବିଶ୍ୱର ଅଧିକାଂଶ ଦେଶ ଏହାକୁ ବିରୋଧ କରୁଥିଲେ ମଧ୍ୟ ଚୀନ ବେଖାତିର କରୁଛି ।
BREAKING NEWS
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩
- ତୀରନ୍ଦାଜ ଶୀତଳ ଦେବୀଙ୍କ ବିଶ୍ୱ ରେକର୍ଡ: ପାରା ଏସିଆନ୍ ଗେମ୍ସରେ ସୃଷ୍ଟି କଲେ ଇତିହାସ
- ଖସିଲା ସେନସେକ୍ସ, ନିବେଶକ ହରାଇଲେ ୪.୩ ଲକ୍ଷ କୋଟି…
- ବାଲିଯାତ୍ରା ପଡିଆରେ ନାବାଳକ ହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ!
- ବିସିସିଆଇର ବଡ଼ ଘୋଷଣା; ପ୍ରଜ୍ଞାନ ଓଝା ଚୟନ କମିଟିର ଅଧ୍ୟକ୍ଷ…
- ରଣଜୀ ଟ୍ରଫି: ୭୮ ବର୍ଷ ପରେ ମିଜୋରମର ଚିନ୍ମୟଙ୍କ ୪୦୦ ରନର ଐତିହାସିକ ଇନିଂସ
- କକ୍ରୋଚକୁ ଟକ୍କର ଦେବ ଲାଲ୍ ହିଟ୍ ଜନତା ପାର୍ଟି…
- ଆସନ୍ତା ୨ ଦିନ ଯାଏଁ ଝଡ଼ବର୍ଷା ସମ୍ଭାବନା
- Maa Manikeswari’s Chhatar Yatra:ସଂପନ୍ନ ହେଲା ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା; ବିଶ୍ୱାସ ନାଁରେ ପଡ଼ିଲା ହଜାର ହଜାର ବଳି
- ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ ପରେ ବଢ଼ିଲା ସଲମାନଙ୍କ ସୁରକ୍ଷା

Comments are closed.