Latest Odisha News

BREAKING NEWS

[ଭିଡିଓ]ବାଦଶାହଙ୍କ ନୂଆ ସଙ୍ଗ୍ ”ତବାହୀ” ରିଲିଜ୍ , ତମନ୍ନାଙ୍କ ସହ ବାଦଶାହଙ୍କ ଜବରଦସ୍ତ କେମେଷ୍ଟ୍ରି

ମୁମ୍ବାଇ : ବଲିଉଡ୍ ସିଙ୍ଗର ବାଦଶାହ ଲଗାତର ସୁପରହିଟ୍ ଗୀତ ଦେଇ ଆସୁଛନ୍ତି । ତାଙ୍କ ଗୀତ ବଲିଉଡରେ ଧୁମ୍ ମଚଉଛି । ଜୁଗ୍ନୁର ଜବରଦସ୍ତ ସଫଳତା ପରେ ଏବେ ବାଦଶାହଙ୍କ ମ୍ୟୁଜିକ୍ ଭିଡିଓ ”ତବାହୀ” ରିଲିଜ୍ ହୋଇଛି ।ଏହି ଗୀତରେ ବାଦଶାହଙ୍କ ସହ ତମନ୍ନା ଭାଟିଆଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି ।

ସେପଟେ ବାଦଶାହଙ୍କ ସହ ଏହି ଗୀତକୁ ନେଇ କାଫି ଏକ୍ସାଇଟେଡ୍ ଅଛନ୍ତି ତମନ୍ନା ।ଏହି ଗୀତର ଭିଡିଓକୁ ତମନ୍ନା ନିଜ ଇଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି । ବାଦଶାହଙ୍କ ସହ ପାଦରେ ପାଦ ମିଶାଇ  ଡ୍ୟାନ୍ସ କରିଛନ୍ତି ତମନ୍ନା । ଏହି ଭିଡିଓରେ ଗ୍ଲାମରିଅସ୍ ଲୁକରେ ନଜର ଆସିଛନ୍ତି ତମନ୍ନା ଭାଟିଆ । ଡ୍ୟାନ୍ସ କରିବା ସମୟରେ ବାଦଶାହା କୁଲ୍ ଥିବା ନଜର ଆସିଥିଲେ ।ଏହି ଭିଡିଓଟି ଆଜି ରିଲିଜ ହେବାପରେ ଫ୍ୟାନ ମାନେ ଖୁବ୍ ପସନ୍ଦ କରିଛନ୍ତି  ।

 

 

View this post on Instagram

 

A post shared by Tamannaah Bhatia (@tamannaahspeaks)

Comments are closed, but trackbacks and pingbacks are open.