ଚେନ୍ନାଇ: ତାମିଲନାଡୁରେ ଆଉ ସପ୍ତାହେ ବଢିଲା ଲକ୍ଡାଉନ୍। ଏ ନେଇ ତାମିଲନାଡୁ ସରକାର ଆଜି ଘୋଷଣା କରିଛନ୍ତି। ଏହି ପ୍ରତିବନ୍ଧକଗୁଡିକ ବର୍ତ୍ତମାନ ଜୁନ୍ ୨୮ ପର୍ଯ୍ୟନ୍ତ ଜାରି ରହିବ।
ତେବେ ଲକ୍ଡାଉନ୍ ବଢିବା ସହିତ ରାଜ୍ୟ ସରକାର କଟକଣାକୁ କିଛି ମାତ୍ରାରେ କୋହଳ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
BREAKING NEWS
Comments are closed.