ଏପ୍ରିଲ୍ ୩୦ ଯାଏ ତାମିଲନାଡୁରେ ବଢିଲା ଲକ୍ଡାଉନ୍ ଦେଶ ବିଦେଶ By ଓଡ଼ିଶା ସମ୍ବାଦ ବ୍ୟୁରୋ On Apr 1, 2021 Share ଚେନ୍ନାଇ: ତାମିଲନାଡୁ ସରକାର କରୋନା ବୃଦ୍ଧି ଯୋଗୁ ବାଧ୍ୟତାମୂଳକ ଲକଡାଉନ୍ ଲାଗୁ କରିଛନ୍ତି। ଏହାକୁ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସମୟ ମଧ୍ୟରେ ନିଆଯାଇଥିବା ପଦକ୍ଷେପଗୁଡିକର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। covid 19 lockdown extends Share
Comments are closed.