ଚେନ୍ନାଇ: ଚଳିତ ବର୍ଷର ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲନାଡୁରେ ରାଜନୈତିକ ଅସ୍ଥିରତା ତୀବ୍ର ହେବାରେ ଲାଗିଛି। ରାଜ୍ୟ ସରକାର ଆଜି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ସ୍ମାରକୀ ଉଦଘାଟନ କରାଯାଇଛି। ଚେନ୍ନାଇର ମାରିନା ବିଚରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଲାନିସାମି ପୂର୍ବତନ ସିଏମ ସ୍ୱର୍ଗତ ଜୟଲଳିତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉଦଘାଟନ କରିଛନ୍ତି। ଏହି ସମୟ ମଧ୍ୟରେ ତାମିଲନାଡୁର ଉପମୁଖ୍ୟମନ୍ତ୍ରୀ ଓ ପାନେରସେଲଭମ୍ ମଧ୍ୟ ଉପସ୍ଥିତ ଥିଲେ।
BREAKING NEWS
- Bomb Threat: ଗୁରୁଗ୍ରାମର ଏକାଧିକ ସ୍କୁଲକୁ ବୋମା ଧମକ, ହାଇ ଆଲର୍ଟରେ ପୋଲିସ-ପ୍ରଶାସନ
- Ban on Odia Film ‘Pari’: ‘ପରୀ’ ଚଳଚ୍ଚିତ୍ର ନେଇ ଆପତ୍ତି ଉଠାଇଲେ ବାପା, ନିଖୋଜ ଝିଅ ଉପରେ ସିନେମା ରିଲିଜ୍ ନେଇ ପ୍ରତିବନ୍ଧକ ଲଗାଇବାକୁ କଲେ ଦାବି…
- ମୃତ୍ୟୁ ପୂର୍ବରୁ କ’ଣ ଥିଲା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଶେଷ ଶବ୍ଦ…
- Politicians Lost Lives In Air Tragedies: ୭ ମାସ ପୂର୍ବେ ବିଜୟ ରୂପାନୀ… ଆଉ ଏବେ ଅଜିତ ପାୱାର… ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଏହି ନେତା…
- Parliament Budget Session: ଭାରତ ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତି କରୁଛି: ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ
- ଟାଟା ଷ୍ଟିଲ ଫାଉଣ୍ଡେସେନ ପକ୍ଷରୁ ଢେଙ୍କାନାଳରେ ମୋବାଇଲ କର୍କଟ ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ
- Ajit Pawar Death: ହାତଘଣ୍ଟା, ଚଷମାରୁ ଜଣାପଡିଲା ଅଜିତ୍ ପାୱାରଙ୍କ ପରିଚୟ, ବିମାନ ଦୁର୍ଘଟଣା ନେଇ ସାମ୍ନାକୁ ଆସିଲା ସତ…
- କୁମ୍ଭମେଳା ଦଳାଚକଟା: କ୍ଷତିପୂରଣ ରାଶି ୩୦ଦିନ ଭିତରେ ଦେବାକୁ ନିର୍ଦ୍ଦେଶ
- NCP Leader DyCM Ajit Pawar: ନିରବି ଗଲେ ଅଜିତ୍ ପାୱାର, କକା ଶରଦ କରାଇଥିଲେ ରାଜନୀତିରେ ପାରଙ୍ଗମ, ପରେ ପାଲଟିଥିଲେ ମହାରାଷ୍ଟ୍ର ରାଜନୀତିର ପିତାମହ…
- Maharashtra Deputy CM Dies: ମହାରାଷ୍ଟ୍ରରେ ବଡ଼ ବିମାନ ଦୁର୍ଘଟଣା, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ…
Comments are closed.