କୋରାପୁଟ : ବୋରିଗୁମ୍ମା –କୋଟପାଡରେ ଅଘଟଣ । ଚଳନ୍ତା ଟ୍ୟାଙ୍କରରେ ଲାଗିଲା ନିଆଁ । ବୋରିଗୁମ୍ମା କୋଟପାଡ ଦେଇ ଯାଇଥିବା ୬୩ ନମ୍ବର ଜାତୀୟ ରାଜପଥରେ ଚଳନ୍ତା ଟ୍ୟାଙ୍କରରେ ନିଆଁ ଲାଗି ଯାଇଛି ।ଖବର ପାଇ ଅଗ୍ନିସମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ।ଚଳନ୍ତା ଟ୍ୟାଙ୍ଗରର ଟାୟାର ହଠାତ୍ ଫାଟି ଯିବାରୁ ଏହି ଅଘଟଣା ହୋଇଥିବା ଜଣାପଡିଛି ।
BREAKING NEWS
- T20 WC: ବିଶ୍ବକପରେ ଭାରତର ପ୍ରଥମ ପରାଜୟ
- Road Accident:କାର୍ ସହ ଧକ୍କାରେ ୨ ବାଇକ୍ ଆରୋହୀ ଯୁବକ ମୃତ
- Mahanadi Tribunal: ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାନଦୀ ଟ୍ରିବ୍ୟୁନାଲ
- Operation Trashi‑I: ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା; ୩ ଆତଙ୍କବାଦୀ ନିହତ
- Elephant Death: ବେଲଘର ହାତୀ ମୃତ୍ୟୁ ଘଟଣା: ଆଉ ୩ ଶିକାରୀ ଗିରଫ
- ରାଜଧାନୀରେ ବାଇକକୁ ପିଟିଲା କାର୍; ୫ ଆହତ
- କିଟ୍ ଓ କିସ୍ ପରିଦର୍ଶନ କଲେ ଆମାଜନ ଆଇନ୍ ମୁଖ୍ୟ ଡାଭିଡ୍
- ନ୍ୟୁୟର୍କକୁ ଏୟାର ଇଣ୍ଡିଆର ବିମାନ ସେବା ବାତିଲ, ଜାଣନ୍ତୁ କାହିଁକି…
- Policemen found shot dead: ASI ଓ ହୋମଗାର୍ଡଙ୍କୁ ଗୁଳି କରି ହତ୍ୟା ; ଆତଙ୍କବାଦୀ-ଗ୍ୟାଙ୍ଗଷ୍ଟର ଏଙ୍ଗଲରୁ ତଦନ୍ତ
- ଝାରସୁଗୁଡ଼ା ଦୁର୍ଘଟଣା; ମୃତ ୫ ପୋଲିସ ଅଧିକାରୀଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା
Comments are closed.