Latest Odisha News

BREAKING NEWS

[ଭିଡିଓ] ଚାହୁଁ ଚାହୁଁ ଜଳିଗଲା ଟ୍ୟାଙ୍କର ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

କୋରାପୁଟ : ବୋରିଗୁମ୍ମା –କୋଟପାଡରେ ଅଘଟଣ । ଚଳନ୍ତା ଟ୍ୟାଙ୍କରରେ ଲାଗିଲା ନିଆଁ । ବୋରିଗୁମ୍ମା କୋଟପାଡ ଦେଇ ଯାଇଥିବା ୬୩ ନମ୍ବର ଜାତୀୟ ରାଜପଥରେ ଚଳନ୍ତା ଟ୍ୟାଙ୍କରରେ ନିଆଁ ଲାଗି ଯାଇଛି ।ଖବର ପାଇ ଅଗ୍ନିସମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ।ଚଳନ୍ତା ଟ୍ୟାଙ୍ଗରର ଟାୟାର ହଠାତ୍ ଫାଟି ଯିବାରୁ ଏହି ଅଘଟଣା ହୋଇଥିବା ଜଣାପଡିଛି ।

Comments are closed, but trackbacks and pingbacks are open.