Latest Odisha News

BREAKING NEWS

ପୁଣି ଥରେ ବାପା ହେଲେ ତଥାଗତ ସତପଥୀ

ଭୁବନେଶ୍ୱର: ପୂର୍ବତନ ସାଂସଦ ତଥା ଧରିତ୍ରୀ ଖବର କାଗଜର ମୁଖ୍ୟ ସମ୍ପାଦକ ତଥାଗତ ସତପଥୀ ଆଜି ପୁଣି ଥରେ ବାପା ହୋଇଛନ୍ତି । ଆଜି ଅପରାହ୍ନ ୪ଟା ୪୨ ମିନିଟରେ ତାଙ୍କର ଏକ ଝିଅ ଜନ୍ମ ହୋଇଛି । ଏ ନେଇ ନିଜେ ତଥାଗତ ଟ୍ୱିଟ୍ କରିଛନ୍ତି । ଏଥିରେ ଝିଅର ନାଁ ଆଭ୍ୟା ନନ୍ଦିନୀ ସତପଥୀ ବୋଲି ଲେଖିଛନ୍ତି ।

ପୂର୍ବରୁ ତଥାଗତଙ୍କର ୧୪ ବର୍ଷ ଗୋଟିଏ ପୁଅ ଅଛି ।

Comments are closed.