Latest Odisha News

BREAKING NEWS

Browsing Tag

Tathagat satpathy

‘ନବୀନ ଡାକିଲେ, ମୁଁ ଆସିଲି’, ଶଙ୍ଖ ଭବନର ଉଦଘାଟନରେ ଯୋଗ ଦେଇ ତଥାଗତ କହିଲେ ସେ ନିର୍ଦ୍ଦଳୀୟ

ଭୁବନେଶ୍ୱର: ଢେଙ୍କାନାଳରୁ ପୁଣି ବିଜେଡି ଟିକେଟରେ ଲଢ଼ିବେ କି ତଥାଗତ ଶତପଥୀ ? ଆଜି ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଶଙ୍ଖ ଭବନର ଉଦଘାଟନୀ ଉତ୍ସବରେ ତଥାଗତଙ୍କ ଉପସ୍ଥିତି ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇ ଥିଲା । ୨୦୧୯ ସାଧାରଣ ନିର୍ବାଚନ ଆଗରୁ ତଥାଗତ ନିର୍ବାଚନ ରାଜନୀତିରୁ ଦୂରେଇ…

ଜଗନ୍ନାଥ ରାଜା ଛୁଆ ବା ଶାସକରେ ସୀମିତ ନୁହଁନ୍ତି, ସେ ସାରା ଜଗତର-ତଥାଗତ

ଭଦ୍ରକ: ଢେଙ୍କାନାଳର ପୂର୍ବତନ ସାଂସଦ ତଥା ଧରିତ୍ରୀ ସମ୍ପାଦକ ତଥାଗତ ସତପଥୀଙ୍କ ମୁହଁରେ ଜଗନ୍ନାଥ ତତ୍ତ୍ୱ ! ସେତିକି ନୁହେଁ, ଜଗନ୍ନାଥଙ୍କ ତତ୍ତ୍ୱ ସହ ଓଡ଼ିଶାର ସଂସ୍କୃତି କିପରି ଜଡିତ ତାହା ମଧ୍ୟ ବର୍ଣ୍ଣନା କରିଛନ୍ତି ।   ଜଗନ୍ନାଥ ହେଉଛନ୍ତି ଆମ ଓଡ଼ିଶାର ଠାକୁର । ଜଗନ୍ନାଥଙ୍କ ନାଁ ସହ…

ପୁଣି ଥରେ ବାପା ହେଲେ ତଥାଗତ ସତପଥୀ

ଭୁବନେଶ୍ୱର: ପୂର୍ବତନ ସାଂସଦ ତଥା ଧରିତ୍ରୀ ଖବର କାଗଜର ମୁଖ୍ୟ ସମ୍ପାଦକ ତଥାଗତ ସତପଥୀ ଆଜି ପୁଣି ଥରେ ବାପା ହୋଇଛନ୍ତି । ଆଜି ଅପରାହ୍ନ ୪ଟା ୪୨ ମିନିଟରେ ତାଙ୍କର ଏକ ଝିଅ ଜନ୍ମ ହୋଇଛି । ଏ ନେଇ ନିଜେ ତଥାଗତ ଟ୍ୱିଟ୍ କରିଛନ୍ତି । ଏଥିରେ ଝିଅର ନାଁ ଆଭ୍ୟା ନନ୍ଦିନୀ ସତପଥୀ ବୋଲି ଲେଖିଛନ୍ତି…

ପୁରୀ ବଡଦାଣ୍ଡ ଉଚ୍ଛେଦ ପ୍ରସଙ୍ଗ: ସରକାରଙ୍କୁ ସମାଲୋଚନା କଲେ ପୂର୍ବତନ ବିଜେଡି ସାଂସଦ

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିସର ଉଚ୍ଛେଦ ପ୍ରସଙ୍ଗକୁ ନେଇ ଓଡିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ତଥାଗତ ଶତପଥୀ। ଏହି ଉଚ୍ଛେଦ ପ୍ରକ୍ରିୟା ବେଆଇନ ହୋଇନପାରେ କିନ୍ତୁ ଏହାପ୍ରକାର ବେପରୁଆ ଓ ଅଶିଷ୍ଟତା । ଶହଶହ ବର୍ଷର ପୁରୁଣା…