ଭୁବନେଶ୍ୱର: ବିଶୋଧନ ହେଉଛି ପୁରା ରାଜଧାନୀ । ଚାରିଆଡେ ସିଂଚନ କରାଯାଉଛି ରାସାୟନିକ ପାଣି । ଭୁବନେଶ୍ୱର ବମିଖାଲ ଅଂଚଳରୁ ଶୁକ୍ରବାର ୩ଟି କରୋନା ପିଜିଟିଭ ଚିହ୍ନଟ ହେବା ପରେ ବିଏମ୍ସି ପକ୍ଷରୁ ଏହି ଅଂଚଳକୁ ଆଜି ପୁରା ସାନିଟାଇଜ କରାଯାଇଛି ।
ଅଗ୍ନିଶମ ବିଭାଗ ଓ ସହରର ସ୍ୱାସ୍ଥ୍ୟ ବିଭାଗର ୨ଟି ଟିମ୍ ଓ ୪ଟି ଦମକଳ ଗାଡି ରସୁଲଗଡ ଅଂଚଳରୁ ଝାରପଡା ଓଭରବ୍ରିଜ ପର୍ଯ୍ୟନ୍ତ ଏବଂ ବମିଖାଲ ଗାଁ, ଜୟଦୁର୍ଗା ନଗର ଅଂଚଳରେ ବ୍ଲିଚିଂ ଓ କ୍ଲୋରିନ୍ ପାଣି ପକାଇ ବିଶୋଧନ କରିଛନ୍ତି ।
BREAKING NEWS
- ଇରାନ ଆକ୍ରମଣକୁ ପ୍ରଶଂସା: ୫ ପାକିସ୍ତାନୀ, ଜଣେ ବାଂଲାଦେଶୀ ଗିରଫ
- Prize Money For Team India: ବିଶ୍ଵ ଚାମ୍ପିଅନ ଟିମ୍ ଇଣ୍ଡିଆ ପାଇଁ ବିସିସିଆଇର ବଡ଼ ଘୋଷଣା, କୋଟି କୋଟି ଟଙ୍କା ବର୍ଷା…
- Opposition Next Target Poll Panel: ଓମ୍ ବିର୍ଲାଙ୍କ ପରେ ଏବେ ବିରୋଧୀଙ୍କ ଟାର୍ଗେଟରେ ମୁଖ୍ୟ ନିର୍ବାଚନ କମିଶନ, ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ଦେବେ ନୋଟିସ!
- Trump Warns Iran Again: ଇରାନକୁ ଟ୍ରମ୍ପଙ୍କ ଖୋଲା ଧମକ, ୨୦ ଗୁଣା ଅଧିକ ହେବ ଆକ୍ରମଣ…
- Trump called Putin: ଯୁଦ୍ଧ ଭିତରେ ପୁଟିନଙ୍କୁ ଫୋନ୍ ଲଗାଇଲେ ଟ୍ରମ୍ପ
- ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିକୁ ନେଇ କ୍ଷମା ମାଗିଲା NCERT
- ଶୀଘ୍ର ଶେଷ ହେବ ଇରାନ ଯୁଦ୍ଧ
- ବିସ୍ଫୋରଣରେ କମ୍ପି ଉଠିଲା ତେହେରାନ, ଲେବାନନରେ ୮୩ ଜଣ ଶିଶୁଙ୍କ ମୃତ୍ୟୁ
- ଗୁଣିଗାରେଡି ସନ୍ଦେହରେ ମାଡ଼ ଘଟଣାରେ ୧୦ ଗିରଫ
- ଆଜିଠାରୁ ରାଜ୍ୟରେ ବଢିବ ଦିନ ତାପମାତ୍ରା, ଆଗକୁ ରହିଛି ସୁପର ଏଲ୍ନିନୋ ଭୟ
Comments are closed.