Latest Odisha News

BREAKING NEWS

ହାଇକୋର୍ଟ ଗଲା ‘କୋଟିଆ’ ପ୍ରସଙ୍ଗ

କୋରାପୁଟ: ହାଇକୋର୍ଟରେ ପହଞ୍ଚିଲା କୋଟିଆ ପ୍ରସଙ୍ଗ କୋଟିଆରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ହେଉଥିବା ପଞ୍ଚାୟତ ନିର୍ବାଚନକୁ ନେଇ ହାଇକୋର୍ଟରେ ମାମଲା ଭାରତୀୟ ବିକାଶ ପରିଷଦ ଏନେଇ ଜନସ୍ବାର୍ଥ ମାମଲା ଦାୟର କରିଛି

ସୀମା ସୁରକ୍ଷା ନେଇ ରାଜ୍ଯ ସରକାରଙ୍କୁ ନିର୍ଦ୍ଦେଶ ଦେବାଲାଗି ଏଥିରେ ନିବେଦନ କରାଯାଇଛି ଆନ୍ଧ୍ର କରୁଥିବା ନିର୍ବାଚାନ ବନ୍ଦ କରିବା ଲାଗି  ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ଲାଗି ଆବେଦନ କରିଥିଲେ ବିକାଶ ପରିଷଦ ଏଥିରେ ଗୃହ ଓ ରାଜସ୍ବ ସଚିବ ତଥା ତିନି ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି

Comments are closed.