Latest Odisha News

BREAKING NEWS

ଗୁଗୁଲ୍ ଓ ୟୁଟ୍ୟୁବ ସେବା ଠପ୍ ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ମେମେସ୍

ଭୁବନେଶ୍ୱର: ଗୁଗୁଲ୍ ଓ ୟୁଟ୍ୟୁବ ସେବା ଏକାଧିକ ସ୍ଥାନରେ ସୋମବାର ଦିନ ଠପ୍ ହୋଇଯାଇଥିଲା। ଯାହା ପରେ ସୋସିଆଲ ମିଡ଼ିଆ ୟୁଜର୍ସ ମାନେ ନିଜ ଭାବାବେଗକୁ ଟ୍ୱିଟରରେ ମଜାଦାର ମେମେସ୍ ଓ ଜୋକ୍ସ ମାଧ୍ୟମରେ ଶେୟାର କରିଛନ୍ତି।

ଜିମେଲ୍, ଗୁଗୁଲ୍ ଡକ, ୟୁଟ୍ୟୁବ୍, ଏବଂ ଗୁଗୁଲ୍ ମ୍ୟାପ୍ ପରି ସେବାଗୁଡିକ ଆଜି କିଛି ସମୟ ପାଇଁ ବିଶ୍ବର ବିଭିନ୍ନ ସ୍ଥାନରେ ଠପ୍ ହୋଇଯାଇଥିଲା।

ଯାହା ପରେ ଟ୍ୱିଟରରେ #ୟୁଟ୍ୟୁବ ଡାଉନ୍, #ଜିମେଲ୍, #ଜିମେଲଡାଉନ୍ ଭଳି ହ୍ୟାସଟ୍ୟାଗ୍ ଟ୍ରେଣ୍ଡରେ ରହିଥିଲା।

 

Leave A Reply

Your email address will not be published.